ଭୁବନେଶ୍ୱର, ‘ତ୍ରିରଙ୍ଗା ପଦଯାତ୍ରା’ରେ ଯୋଗ ଦେବା ପରେ କେନ୍ଦ୍ର ମନ୍ତ୍ରୀ ଭୁବନ ନୀଳକଣ୍ଠପୁର ସ୍ଥିତ ‘ଶହୀଦ ବୀର ବାଜି ରାଉତ ସ୍ମୃତିପୀଠ’ ପରିସରରେ ଭାରତର ସ୍ୱତନ୍ତ୍ରତା ସଂଗ୍ରାମର ସର୍ବକନିଷ୍ଠ ସଂଗ୍ରାମୀ ଶହୀଦ ବାଜି ରାଉତଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି । ତାଙ୍କର ସଂଘର୍ଷ ଓ ତ୍ୟାଗକୁ ଏ ଦେଶ ସର୍ବଦା ମନେ ରଖିବ ବୋଲି ସେ କହିଛନ୍ତି ।
Related Stories
November 24, 2024