ସମ୍ବଲପୁର, ୪ ଦଫା ଦାବି ନେଇ ଆଜି ବାମରା ମୁକ୍ତିଧାମ କମିଟି ପକ୍ଷରୁ ବାମରା ବନ୍ଦ ପାଳନ କରାଯାଇଛି । ଯାହାର ପ୍ରଭାବରେ ସମସ୍ତ ଦୋକାନ ବଜାର, ବିଭିନ୍ନ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ବନ୍ଦ ରହିଛି । ଯାନବାହନ ଚଳାଚଳ ମଧ୍ୟ ବନ୍ଦ ରହିଛି । ଫଳରେ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।
Related Stories
November 24, 2024
November 24, 2024