ଗଞ୍ଜାମ, ଛତ୍ରପୁର ଡାକ୍ତରଖାନା ନିକଟରେ ଆଜି ସକାଳେ ଏକ ନବଜାତ ଶିଶୁପୁତ୍ରର ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ଖବର ପାଇ ଛତ୍ରପୁର ପୋଲିସ ଘଟଣାସ୍ଥଳରେ ପହଂଚି ମୃତଶିଶୁର ଶବ ଜବତ କରିବା ବ୍ୟବଚ୍ଛେଦ ନିମନ୍ତେ ପଠାଇଛନ୍ତି । ଶିଶୁର ମୃତଦେହ ଏଠାକୁ କିପରି ଆସିଲା ଏବଂ କିଏ ଆଣି ଏଠାରେ ପକାଇଛି ପୋଲିସ ତା’ର ତଦନ୍ତ କରୁଛି ।
Related Stories
November 23, 2024