ଭୁୁବନେଶ୍ୱର, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ପର୍କରେ କଂଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀ ଅତ୍ୟନ୍ତ ଅଶାଳୀନ ବକ୍ତବ୍ୟ ଦେଇଥିବା ପ୍ରସଙ୍ଗରେ ଭୁବନେଶ୍ୱରରେ ବିଜେପି ପକ୍ଷରୁ ବିରୋଧ ପ୍ରଦର୍ଶନ କରା ଯାଇଛି । ସ୍ଥାନୀୟ ରାମ ମନ୍ଦିର ନିକଟରେ ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ସଭାପତି ବାବୁ ସିଂଙ୍କ ନେତୃତ୍ୱରେ ଦଳୀୟ କର୍ମକର୍ତା ମାନେ ଏହାର ବିରୋଧ କରିଥିଲେ । ସେମାନେ ଏହି ପ୍ରସଙ୍ଗରେ କଂଗ୍ରେସ ନେତୃତ୍ୱ କ୍ଷମା ପ୍ରାର୍ଥନା କରିବା ଆବଶ୍ୟକ ବୋଲି ଦାବି କରିଥିଲେ ।
Related Stories
November 23, 2024