
ଭୁବନେଶ୍ୱର,ଆଜି ଓଜେଇଇ ରେଜଲ୍ଟ ପ୍ରକାଶ ପାଇବ । ଆଜି (ବୁଧବାର)ସକାଳ ୧୧ଟା ୩୦ରେ ରେଜଲ୍ଟ ବାହାରିବ । ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତି ରଂଜନ ଘଡାଇ ଷ୍ଟେଟ୍ କାଉନ୍ସିଲ ଫର୍ ଟେକ୍ନିକାଲ ଏଜୁକେସନ୍ ଆଣ୍ଡ ଗୋକେସନାଲ ଟ୍ରେନିଂ କନଫରେନ୍ସ ହଲ୍ ଠାରେ ଓଜେଇଇ ରେଜଲ୍ଟ ଘୋଷଣା କରିବେ ।
ସୂଚନାଯୋଗ୍ୟ ଯେ ଗତ ଜୁଲାଇ ୪ ରୁ ୮ ଯାଏଁ ଓଜେଇଇ ପରୀକ୍ଷା ହୋଇଥିଲା । ପାଖାପାଖି ୬୦,୦୦୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।