ଭୁବନେଶ୍ୱର, ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ ବିଜେପି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ ମୋର୍ଚ୍ଚାର ରାଜ୍ୟ ପଦାଧିକାରୀଙ୍କ ନାମ ଘୋଷଣା କରିଛନ୍ତି । ରାଜ୍ୟ ସଂପାଦକ ଭାବେ ରାଧେଶ୍ୟାମ ବାରିକ (ସମ୍ବଲପୁର) ଓ କରିଶ୍ମା ମହାକୁଡ (ରାଇରଙ୍ଗପୁର) ଏବଂ ରାଜ୍ୟ ସଂଯୋଜକ (କ୍ରୀଡା ଓ ପ୍ରଶିକ୍ଷଣ) ଭାବେ ବିନୟ କୁମାର ରାଉତ (ଭୁବନେଶ୍ୱର) ଙ୍କୁ ଦାୟୀତ୍ୱ ପ୍ରଦାନ କରାଯାଇଛି ବୋଲି ଶ୍ରୀ ବିଶ୍ୱାଳ ସୂଚନା ଦେଇଛନ୍ତି ।
Related Stories
November 28, 2024