ନୂଆଦିଲ୍ଲୀ, ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୂ କାରଗିଲ ବିଜୟ ଦିବସ ଅବସରରେ ବୀର ସୈନିକ ମାନଙ୍କୁ ନମନ କରିଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ – କାରଗିଲ ବିଜୟ ଦିବସ ଆମର ସଶସ୍ତ୍ର ବଳର ଅସାଧାରଣ ବୀରତ୍ୱ, ପରାକ୍ରମ ଓ ଦୃଢ ସଂକଳ୍ପର ପ୍ରତୀକ । ଭାରତ ମାତାର ରକ୍ଷା ପାଇଁ ନିଜର ପ୍ରାଣବଳି ଦେଇଥିବା ସମସ୍ତ ବୀର ସୈନିକ ମାନଙ୍କୁ ନମନ କରୁଛି । ସମସ୍ତ ଦେଶବାସୀ ସେମାନଙ୍କ ଓ ସେମାନଙ୍କ ପରିବାର ପ୍ରତି ସବୁବେଳେ ଋଣୀ ରହିବେ । ଜୟ ହିନ୍ଦ ।
Related Stories
November 23, 2024