
ଭୁବନେଶ୍ୱର,କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଇଡି ପକ୍ଷରୁ ପଚରା ଉଚୁରା ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଆନ୍ଦୋଳନ କରାଯାଇଛି । ରାଜ୍ୟ କଂଗ୍ରେସ ଭବନ ସମ୍ମୁଖରେ ଦଳୀୟ ନେତା ଓ କର୍ମୀ ମାନେ ସତ୍ୟାଗ୍ରହ କରିଛନ୍ତି । ଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ପୁଣି ଇ଼ଡିର ସମନ ପ୍ରତିବାଦରେ ଧାରଣା ଦିଆଯାଇଛି । ସିସି ସଭାପତିଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦ ସତ୍ୟାଗ୍ରହରେ ସାମିଲ୍ ଅଛନ୍ତି ।