ନୂଆଦିଲ୍ଲୀ, ଦ୍ରୌପଦୀ ମୁର୍ମୂ ସୋମବାର ଦିନ ସଂସଦ ଭବନର ସେଂଟ୍ରାଲ ହଲରେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦର ଶପଥ ଗ୍ରହଣ କରିଛନ୍ତି । ଭାରତର ମୁଖ୍ୟ ବିଚାରପତି ଏନବି ରମନା ତାଙ୍କୁ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରାଇଛନ୍ତି । ରାଷ୍ଟ୍ରପତି ମୁର୍ମୂ ହିନ୍ଦୀରେ ଶପଥ ନେବା ପରେ ପୁସ୍ତିକାରେ ହସ୍ତାକ୍ଷର ମଧ୍ୟ କରିଥିଲେ । ଏହା ସହିତ ସେ ଦେଶର ପ୍ରଥମ ମହିଳା ଜନଜାତୀୟ ରାଷ୍ଟ୍ରପତି ହୋଇଛନ୍ତି ।
Related Stories
November 23, 2024