ଗଞ୍ଜାମ, ପୂର୍ବତନ ଗଞ୍ଜାମ ଜିଲାପାଳ ସୋସିଆଲ ମିଡିଆରେ ତଥା ଫୋନରେ ଜନସାଧାରଣଙ୍କ ଠାରୁ ଆପତି ଅଭିଯୋଗ, ଆବେଦନ ଓ ନିବେଦନ ପାଇବା ପାଇଁ ୯୪୩୭୫୬୩୮୦୦ରେ ୱାଟସ୍ ଅପ ଖୋଲିଥିଲେ । କିନ୍ତୁ, ପୂର୍ବତନ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ବଦଳି ପରେ ଦିବ୍ୟଜ୍ୟୋତି ପରିଡା ଜିଲାପାଳ ହେବା ଠାରୁ ଏ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉନି । ଫଳରେ ଜନ ସାଧାରଣ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ତମାନର ଜିଲାପାଳ ପୂର୍ବଭଳି ବ୍ୟବସ୍ଥା ଲାଗୁ କରିବାକୁ ଜନସାଧାରଣ ନିବେଦନ କରିଛନ୍ତି ।
Related Stories
November 23, 2024