
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଜୁଲାଇ ୨୧ ଓଡିଶା ପାଇଁ ଗର୍ବ ଏବଂ ଗୌରବ ଆଣିଛନ୍ତି ଦ୍ରୌପଦୀ ମୁର୍ମୁ |ଭାରତର ୧୫ ତମ ମହାମହିମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ପୁରୀ ଜିଲ୍ଲା ନିମାପଡା ବ୍ଲକ୍ ବଳଙ୍ଗାର ସୁଜ୍ଞାନୀ ଭଟ୍ଟ ମୁରୁଜ ରେ ଅବିକଳ ଚିତ୍ର ଅଙ୍କନ କରି ଶୁଭେଚ୍ଛା ଜଣାଇଛନ୍ତି।