ଭୁୁବନେଶ୍ୱର, ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବଢ଼ି ଚାଲିଥିବାରୁ ଗୁରୁବାର ଅପରାହ୍ନରେ ପୁଣି ୨ଟି ଗେଟ୍ ଖୋଲିଛି । ଏଥି ସହିତ ଜଳଭଣ୍ଡାରରୁ ମୋଟ ୧୦ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ରିପୋର୍ଟ ଅନୁସାରେ ଜଳଭଣ୍ଡାରର ବାମ ପାର୍ଶ୍ୱରରୁ ୬ଟି ଓ ଡାହାଣ ପାର୍ଶ୍ୱରୁ ୪ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି ।
Related Stories
November 23, 2024