କନ୍ଧମାଳ – କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ସହରର ମୁଖି ସାହି ଠାରେ ଚାଲିଥିବା ରାହାସ ଯାତ୍ରା ଉଦଯାପିତ ହୋଇଯାଇଛି. ତ୍ରିନାଥ ସ୍ୱାମି ପୂଜା କମିଟି ମୁଖି ସାଇ ଆନୁକୂଲ୍ୟରେ ଗତ ୮ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ୧୨ ତାରିଖ କାର୍ତିକ ପୂର୍ଣମିରେ ଉଦଯାପିତ ହୋଇଛି. ତେବେ ପାନଚଦିନ ଧରି ଚାଲିଥିବା ଏହି ରାହାସ ଯାତ୍ରା ର ସଭାପତି ସାରସ୍ୱତ ମୁଖି ଙ୍କ ସଭାପତିତ୍ୱରେ ଅନୁଷ୍ଟିତ ଉଦଯାପନି ଉସ ô ବରେ ଫିରିଙ୍ଗିଆ ପନଚାୟତର ସରପନଚ ବିଶ୍ୱରଞନ କହଁର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଫିରିଙ୍ଗିଆ ପନଚାୟତ ସ୍ନାତକ ମହାବିଦ୍ୟାଳୟ ର ଅଧକ୍ଷ ନବଘନ ସାହୁ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ. ଅନ୍ୟ ମାନଙ୍କ ମଧ୍ୟରେ କମିଟିର ବେଣୁଧର ମୁଖି, ଜିପୁନ ମୁଖି, ଚିତ୍ରସେନ ମୁଖି, ରବି ସାହୁ, ଭୁୟାଁ ମୁଖି, ସରୋଜ କୁମାର୍ଚ୍ଚା, ବୁନା ମୁଖି, ନନ୍ଦିକିଶୋର ମୁଖି, ଟୁକୁନା ମୁଖି, ଭ୍ରମର ମୁଖି ଙ୍କ ଅନ୍ୟ ସଦସ୍ୟ ମାନେ ଉପସ୍ତିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ଉପଦେଷ୍ଟା ଭାବରେ ବିଶିଷ୍ଟ ଶିକ୍ଷାବିତ ଶୁକଦେବ ମୁଖି ଯୋଗଦେଇଥିଲେ. ତେବେ ଉଦଯାପନି ଉସ ô ବରେ ନୟାଗଡ ଜିଲ୍ଲା ଇଟାମାଟି ଘଡିଆଳ ରୁ ଆସିଥିବା କଳାକାର ମାନଙ୍କ ଦ୍ୱାରା ବପୈାରାଣିକ ନାଟକ ଲବକୁଶ ଜନ୍ମ ବା ମହିରାବଣ ବଧ ପରିବେଷଣ ହୋଇଥିଲାା ଶେଷରେ ବିସର୍ଜନ ସମୟରେ ପାରମ୍ପାରିକ ବାଜା ବାଦ୍ୟ ସହ କଲାହଣ୍ଡି ଜିଲ୍ଲାରୁ ଆସିଥିବା କଳାକାର ମାନଙ୍କ ଦ୍ୱରା ସମ୍ବଲପୁରି ଦୁଲଦୁଲି ବାଜା ସହିତ ଏକ ବିରା; ଶୋଭାଯାତ୍ରା ରେ ବିସର୍ଜନ ପର୍ବ ଅନୁଷ୍ଟିତ ହୋଇଥିଲାା ପୂଜା ଦେଖିବା ପାଇଁ ଫିରିଙ୍ଗିଆ ତଥା ଆଖପାଖ ଅନଚଳର ହଜାରହଜରା ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା. ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ ଶୋଭାଯାତ୍ରା ରେ ବିସର୍ଜନ ପର୍ବ ଅନୁଷ୍ଟିତ ହୋଇଥିଲାା ପୂଜା ଦେଖିବା ପାଇଁ ଫିରିଙ୍ଗିଆ ତଥା ଆଖପାଖ ଅନଚଳର ହଜାରହଜରା ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା. ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ ଶୋଭାଯାତ୍ରା ରେ ବିସର୍ଜନ ପର୍ବ ଅନୁଷ୍ଟିତ ହୋଇଥିଲାା ପୂଜା ଦେଖିବା ପାଇଁ ଫିରିଙ୍ଗିଆ ତଥା ଆଖପାଖ ଅନଚଳର ହଜାରହଜରା ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା. ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ