ଭଞ୍ଜନଗର – ଭଞ୍ଜନଗର ଥାନା ଅନ୍ତର୍ଗତ ମହା ଗୁଡା ଗ୍ରାମର ଚରଣ ଗୌଡ଼ ଙ୍କ ନାବାଳିକା ଝୀଅ ମାମୁନି ଗୌଡ଼ ମୋବାଇଲ ଚାର୍ଜ କରୁଥିବା ବେଳେ କୌଣସି କାରଣ ରୁ ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି ଘଟଣା ସ୍ଥଳରେ ହିଁ ତାର ମୃତ୍ୟୁ ଘଟିଛି l ଏହାକୁ ନେଇ ପରିବାର ରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା l