ଭୁବନେଶ୍ୱର, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ,ଓଡ଼ିଶା ତରଫରୁବ ବିଜେବି କଲେଜର ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମ ହତ୍ୟା ଘଟଣା ଓ ରାଜ୍ୟର ଛାତ୍ରୀ ମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆସନ୍ତା କାଲି ସକାଳ ୧୧ଘଟିକାରେ ବିଧାନସଭା ଘେରାଉ କରାଯିବ ।ରାଜ୍ୟ ସମ୍ପାଦକ ଶ୍ରୀ ସୌଭାଗ୍ୟ ମହାନ୍ତି ଏହି ସୂଚନା ଦେଇଛନ୍ତି ।