
ଗଞ୍ଜାମ,ବ୍ରହ୍ମପୁର ଡକ୍ଟରସ ଫୋରମର ୫ମ ଦ୍ଵିବାର୍ଷିକ ଉତ୍ସବ ଆସନ୍ତା ୭ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି। ସେଥିପାଇଁ ବ୍ଯାପକ ପ୍ରସ୍ତୁତି ଚାଲିଛି। ଫୋରମର ବୈଠକରେ ବିଭିନ୍ନକମିଟି ଗଠନ କରାଯାଇଛି। ଏଥିପାଇଁ ସଂଗଠନ ସଂପାଦକ ଡାକ୍ତର ଅତୁଲ୍ଯ କୁମାର ପଟ୍ଟନାୟକ, କୋଷାଧ୍ଧକ୍ଷ ଡାକ୍ତର ସମରେନ୍ଦ୍ର ସାହୁ, ଉପଦେଷ୍ଟା ମଣ୍ଡିଳିରେ ଡାକ୍ତର ଶଂକର୍ଷଣ ପାତ୍ର, ପ୍ରଫେସର ପି.ସି. ସାହୁ, ପ୍ରଫେସର କେ.ଏମ. ପାଠୀ, ପାର୍ଟେନରସ ସଦସ୍ଯ ଅନ୍ତର୍ଯ୍ଯାମି ସାହୁ, ପ୍ରଫେସର ଡା.ନାରାୟଣ ମିଶ୍ର, ଡା. ବି ଏନ ଆର ସୁବୁଦ୍ଧି, ଡା. ପ୍ରକାଶ ଚନ୍ଦ୍ର ପାତ୍ର, ମଣ୍ଡପ ସାଜସଜ୍ଜାରେ ଡା. କିରଣ କୁମାର ପାଣିଗ୍ରାହି, ଡା. ସମରେନ୍ଦ୍ର କୁମାର ସାହୁ, ସାଇଣ୍ଟିଫିକ୍ ଟିମ ର ଡା. ରାଜେନ୍ଦ୍ର କୁମାର ବେହେରା, ଡା.ଲିଲିମା ଦାଶ, ଡା.ଭାସ୍ପତି ପଣ୍ଡା, ସ୍ମରଣୀକା ପ୍ରକାଶମଣ୍ଡଳିରେ ଡାକ୍ତର ହୃଷୀକେଶ ମହାନ୍ତି, ଡାକ୍ତର ପି.କେ. ଅଗ୍ରୱାଲ, ଡାକ୍ତର ସାଗର ରଂଜନ ତ୍ରିପାଠି, ମନୋରଂଜନ କାର୍ଯ୍ଯ ପାଇଁ ଡା.ବିଜୟ କୁମାର ସୁବୁଦ୍ଧି, ଡା. ମିରା ପଣ୍ଡା, ଡା. ରାମକୃଷ୍ଣ ସାହୁ, ଅଭ୍ଯର୍ଥନା କମିଟିର ଡା. ସୁକାନ୍ତ କୁମାର ଶତପଥୀ, ଡା.ଇନ୍ଦୁଭୂଷଣ ପଟ୍ଟନାୟକ, ଡା.ପ୍ରଶନ୍ନ କର ଏବଂ ଖାଦ୍ଯ କମିଟିରେ ଡା.ରବିନ୍ଦ୍ର କୁମାର ଗନ୍ତାୟତ, ଡା.ସମୀର କୁମାର ନାୟକ, ଡା.ଅନୀଲ କୁମାର ସାହୁ ଦାୟିତ୍ଵ ବହନ କରି କାର୍ଯ୍ଯନିର୍ବାହ କରୁଛନ୍ତି।