ଭୁବନେଶ୍ୱର, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ସ୍ଥାପନା ଦିବସ ଅବସରରେ ଶୁଭକାମନା ଜଣାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ – ରା ଷ୍ଟ୍ରବାଦୀ ବିଚାରଧାନାରେ ଯୁବକ ମାନଙ୍କୁ ଜନ ସେବା ଓ ରାଷ୍ଟ୍ର ନିର୍ମାଣ ପାଇଁ ପ୍ରେରିତ କରୁଥିବା ବିଶ୍ୱର ସବୁଠାରୁ ବଡ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ପ୍ରତିଷ୍ଠା ଦିବସରେ ସମସ୍ତ ସଦସ୍ୟ ଓ ଯୁବ ଭାଇ- ଭଉଣୀ ମାନଙ୍କୁ ଶୁଭକାମନା । ରାଷ୍ଟ୍ରୀୟତା, ସାମାଜିକ, ଓ ସାଂସ୍କୃତିକ ଚେତନା ଜାଗ୍ରତ କରାଇବାରେ ପରିଷଦର ଭୂମିକା ପ୍ରଶଂସନୀୟ ।
Related Stories
November 24, 2024
November 24, 2024