ଗଞ୍ଜାମ, ସାମାଜିକ ଗଣମାଧ୍ୟମରେ ଏକ ଫଟୋରେ ବିଜେପିର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗାଳିମନ୍ଦ ଓ ଅଶ୍ଳିଳ ଭାଷା ପ୍ରୟୋଗ କରି କେ. ରବି ଦାସ ନାମକ ଜଣେ ବ୍ୟକ୍ତି ଏହି ଫଟୋ ଭାଇରାଲ୍ କରିଥିଲେ । ଏହାର ପ୍ରତିବାଦ କରି ବିଜେପି ନେତା ଅନିଲ କୁମାର ମିଶ୍ରଙ୍କ ନେତୃତ୍ଵରେ ଆଜି ପୂର୍ବାହ୍ନରେ ବିଜେପି କର୍ମୀ ମାନେ ବଡବଜାର ସାଇବର ଥାନାକୁ ଯାଇ ଏ ସଂକ୍ରାନ୍ତରେ ଏକ ଏତଲା ଦେବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
Related Stories
November 23, 2024