ମାଲକାନଗିରି, ମାଲକାନଗିରି ସଦର ସ୍ଥିତ ସରସ୍ବତୀ ଶିଶୁବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ସମାଜରେ ଶିକ୍ଷା ଓ ଶିକ୍ଷା ମାଧ୍ୟମରେ ଶିଶୁର ପୂର୍ଣ୍ଣାଙ୍ଗ ଶିକ୍ଷାର ବିକାଶ ନିମନ୍ତେ ୧୨ଟି ପ୍ରୟୋଗଶାଳାର ନିର୍ମାଣ ଉଦ୍ଦ୍ୟେଶରେ ଭୂମି ପୂଜନ କାର୍ଯ୍ୟକ୍ରମ ଆୟୋଜନ ହୋଇଛି। କ୍ରୀଡାଙ୍ଗନ, ସନ୍ତରଣ, ପ୍ରକଳ୍ପଶାଳା, ବିଜ୍ଞାନପ୍ରୟୋଗଶାଳା ଆଦି ୧୨ଟି ପ୍ରୟୋଗଶାଳାର ନିର୍ମାଣ କରାଯିବ। ଏହି ଅବସରରେ ସଭାପତି କୃଷ୍ଣଚନ୍ଦ୍ର ଆଚାରୀ, ସମ୍ପାଦକ ବୁଦ୍ଧିବାମନ ନାୟକ, ମାଲକାନଗିରି ଜିଲ୍ଲାର ୧୧ଟି ଶିଶୁମନ୍ଦିରର ୧୨୦ ଜଣ ଆଚାର୍ଯ୍ୟ/ଆଚାର୍ଯ୍ୟ।,ମାଲକାନଗିରି ପ୍ରଧାନଚାର୍ଯ୍ୟ ମନୋରଞ୍ଜନ ଦାସ, ସଂକୁଳ ପ୍ରମୁଖ କବିରାଜ ପ୍ରଧାନ ଉପସ୍ଥିତ ଥିଲେ।
Related Stories
November 23, 2024