ଭବାନୀପାଟଣା, ଆସନ୍ତା ୬ ତାରିଖ ଠାରୁ ଇନ୍ଦ୍ରାବତୀ ବାମ ଓ ଦକ୍ଷିଣ କେନାଲରେ ପାଣି ଛଡାଯିବ । ଏନେଇ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ପ୍ରଶାସନକୁ ଚିଠି କରିଥିବା ଜଣାପଡିଛି ।