
ବଲାଙ୍ଗୀର , ଉଦୟପୁର ରାଜସ୍ଥାନ ରେ କହ୍ନେୟା ର ନିର୍ମମ ହତ୍ଯା ପ୍ରତିବାଦରେ ରେ ବଲାଙ୍ଗୀର ବଜରଙ୍ଗ ଦଳ ପକ୍ଷରୁ ଆଜି ଗଣ ବିକ୍ଷୋଭ ୩୦ ଜୁନ ସମୟ ଦିନ ୧୦ ଘଣ୍ଟା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବଲାଙ୍ଗୀର ଆଗରେ ଅନୁଷ୍ଟିତ ହୋଇଥିଲା ଗତ ୨୮ ତାରିଖ ମଙ୍ଗଳବାର ଦିନ ରାଜସ୍ଥାନର ଉଦୟପୁର ର ଜଣେ ହିନ୍ଦୁ ଟେଲର କହ୍ନେୟା, ନୁପୂର ଶର୍ମା ଙ୍କ ସମର୍ଥନ ରେ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରିଥିବାରୁ ଯେପରି ବର୍ବର ଭାବରେ ଦୁଇଜଣ ମୁସଲମାନ ଜୀହାଦୀ ତାଙ୍କୁ ହତ୍ୟା କଲେ ତାର ପ୍ରତିବାଦରେ ଆଜି ବଜରଙ୍ଗ ଦଳ ବଲାଙ୍ଗିର ତରଫରୁ ଡିନ ୧୦ ଘଣ୍ଟା ସମୟରେ ସ୍ଥାନୀୟ କଚେରୀ ଛକ ସ୍ଥିତ ଜିଲ୍ଲପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତାଙ୍କବାଦୀ ଜିହାଦୀ ମୁସଲମାନ ର କୁଷପୁତଳା ଦାହ କରାଯିବା ସହିତ ଧାରଣା ଦେଇ ବିକ୍ଷୋଭ ପ୍ରଦର୍ଶନ କରାଯିବ ସହିତ ହତ୍ୟାକାରୀ ମାନକ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଥିଲା । ଆଗକୁ
ସମସ୍ତ ହିନ୍ଦୁ ଭାଇ ଭଉଣୀ ଙ୍କୁ ଅନୁରୋଧ ହିନ୍ଦୁ ଭାଇ କହ୍ନେୟା ଙ୍କ ନ୍ୟାୟ ପାଇଁ ଆଗକୁ ମଧ୍ୟ ଲଢେଇରେ ସାମିଲ ହେବାକୁ ନିବେଦନ କରାଯାଇଥିଲା ।