କଟକ, କଳାଧନ ସମ୍ପର୍କିତ ଏସଆଇଟିର ଏକ ବୈଠକ ଆଜି ପୂର୍ବାହ୍ନରେ ଜଷ୍ଟିସ୍ ଅରିଜିତ ପଶାୟତଙ୍କ ପୁରୀଘାଟ ଥାନା ଅଂଚଳରେ ଥିବା ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ଜଷ୍ଟିସ୍ ପଶାୟତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପୂର୍ବାଚଂଳ ରାଜ୍ୟର ବିଭିନ୍ନ ତଦନ୍ତକାରୀ ସଂସ୍ଥାର ଅଧିକାରୀ ମାନେ ଉପସ୍ଥିତ ଥିଲେ । ସିବିଆଇ, ଇଡି, ଆୟକର ବିଭାଗ, ସିଜିଏସଟି ଅଧିକାରୀ ମାନେ ଉପସ୍ଥିତ ଥିଲେ । ଏଥି ସହ ବିଭିନ୍ନ ରାଜ୍ୟର ଅର୍ଥନୈତିକ ଅପରାଧ ଶାଖାର ଅଧିକାରୀ ମାନେ ମଧ୍ୟ ବୈଠକରେ ଯୋଗ ଦେଇଥିଲେ ।
Related Stories
November 21, 2024
November 21, 2024