ବାଲେଶ୍ଵର,ବଜରଙ୍ଗ ଦଳ ପକ୍ଷରୁ ଆଜି ରେମୁଣା ସହରରେ ବନ୍ଦ ପାଳନ କରାଯାଇଛି । ଜଣେ ଆକ୍ରମଣକାରୀକୁ ଗିରଫ ଦାବିରେ ବଜରଙ୍ଗ ଦଳର କର୍ମୀ ମାନେ ଏହି ବନ୍ଦ ଡାକରା ଦେଇଛନ୍ତି । ରାସ୍ତାରେ ଟାୟାର ଜାଳି ଯାନବାହନ ଚଳାଚଳ ବନ୍ଦ କରିବା ସହ ଦୋକାନ ବଜାର ବନ୍ଦ କରାଇଛନ୍ତି ଆନ୍ଦୋଳନକାରୀ । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ରେମୁଣା ବଜାରରେ ୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
Related Stories
November 22, 2024