ନୂଆଦିଲ୍ଲୀ, କେନ୍ଦ୍ର ଗୃହ ଓ ସମହଯୋଗ ମନ୍ତ୍ରୀ ଅମିତ ଶାହା ମୁଖ୍ୟ ଅତିଥି ଭାବରେ ଗୁରୁବାର ଦିନ ନୂଆଦିଲ୍ଲୀରେ ଆୟୋଜିତ ସହରାଂଚଳ କୋଅପରେଟିଭ କ୍ରେଡ଼ିଟ୍ ସେକ୍ଟରର ଭବିଷ୍ୟତର ଭୂମିକା ବିଷୟବସ୍ତୁ ଉପରେ ଜାତୀୟ ଅନୁସୂଚିତ ତଥା ବହୁ ରାଜ୍ୟ ସହରାଂଚଳ ସମବାୟ ବ୍ୟାଙ୍କ ଏବଂ କ୍ରେଡ଼ିଟ୍ ସୋସାଇଟି ସମ୍ମିଳନୀକୁ ସମ୍ବୋଧିତ କରିବେ ।
ଏହି ସମ୍ମିଳନୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହକାର ସେ ସମୃଦ୍ଧି (ସହଯୋଗ ମାଧ୍ୟମରେ ସମୃଦ୍ଧତା) ର ଦୃଷ୍ଟିକୁ ଆହୁରି ଦୃଢ଼ କରିବ ।