ଗଞ୍ଜାମ, ଆୟ ବର୍ହିଭୂତ ସମ୍ପତି ଠୁଳ ମାମଲାରେ ଆଜି ସକାଳୁ ଭୁବନେଶ୍ଵର ଠାରେ ଅବସ୍ଥାପିତ ଯୋଜନା ଅଧିକାରୀ ଅନାଦି ଚରଣ ସେଠୀଙ୍କ ବାସଭବନ, ସରକାରୀ କାର୍ଯ୍ୟାଳୟ ସମେତ ୫ଟି ସ୍ଥାନରେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଏକକାଳୀନ ଚଢ଼ଉ କରାଯାଇଛି । ଭୁବନେଶ୍ଵର, ବାଲେଶ୍ଵର ଓ ବ୍ରହ୍ମପୁର ଖାରବେଳ ନଗର ଏବଂ ଛତ୍ରପୁରର ଦୁଇଟି ସ୍ଥାନରେ ଘର ଓ ପାର୍ଲର ଉପରେ ଚଢ଼ଉ କରାଯାଇଛି। ଭିଜିଲାନ୍ସ ପକ୍ଷରୁ ଚଢ଼ଉ ଜାରୀ ରହିଥିବାରୁ ଏନେଇ ସବିଶେଷ ତଥ୍ୟ ମିଳିପାରିନାହିଁ ।
Related Stories
November 24, 2024
November 24, 2024