ପୁରୀ, ୪୦ ବୋତଲ କଫସିରପ ଜବତ କରାଯିବା ସହ ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି । ଏ ସଂକ୍ରାନ୍ତରେ ସମୁଦ୍ର କୂଳ ଥାନାରେ ଏକ ମାମଲା ରୁଜ୍ଜୁ ହୋଇଥିବା ନେଇ ପୁରୀ ପୋଲିସ ପକ୍ଷରୁ ଏକ ଟ୍ଵିଟ୍ କରି ସୂଚନା ଦିଆଯାଇଛି ।