ଭୁବନେଶ୍ୱର – ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ରାଜ୍ୟ ସରକାରଙ୍କର ଋଣ ଭାର ୮୩ ହଜାର ୩୦୭ କୋଟି ଟଙ୍କା ଋଣ ହୋଇଛି ବୋଲି ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ ମୀନା ପ୍ରକାଶ କରିଛନ୍ତି । ଖୋଲା ବଜାରରୁ ୩ ହଜାର ୫୦୦ କୋଟି ଟଙ୍କା ଋଣ କରାଯାଇଛ ିା ପ୍ରଥମ ଅତିରିକ୍ତ ଖର୍ଚ୍ଚଦାବି ଉପସ୍ଥାପନ ହେବା ପରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରମୁଖ ସଚିବ ଶ୍ରୀ ମୀନା କହିଥିଲେ ଯେ, ଖଣି ରାଜସ୍ୱ ବାବଦରେ ୫୦୦ କୋଟି ଟଙ୍କା ମିଳିଛି । ସରକାରୀ କର୍ମଚାରୀ ମାନଙ୍କର ସପ୍ତମ ବେତନ କମିଶନ ଅନୁସାରେ ବାକିଆ ୪୦ ପ୍ରତଶତ ପାଇଛନ୍ତି ଅବଶିଷ୍ଟ ୬୦ ପ୍ରତିଶତ ଖୁବ୍ ଶୀଘ୍ର ଦିଆଯିବ । ଏଥିପାଇଁ ରାଜ୍ୟ ସରକାରଙ୍କ ନିଷ୍ପତି ଉପରେ ନିର୍ଭର କରୁଛି ।
Related Stories
November 30, 2024