ଭୁବନେଶ୍ୱର, କେନ୍ଦ୍ର ସରକାର ଦ୍ୱାରା ଘୋଷଣା କରାଯାଇଥିବା ଅଗ୍ନିପଥ ଯୋଜନାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାଗତ କରିଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ ଦେଶସେବା କରିବା ଏବଂ ରାଷ୍ଟ୍ର ନିର୍ମାଣରେ ଯୋଗଦାନ ପାଇଁ ଯୁବପିଢ଼ିଙ୍କ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ‘ଅଗ୍ନିପଥ ଯୋଜନା’କୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ଭାରତୀୟ ସ୍ଥଳ ସେନା, ନୌସେନା ଓ ବାୟୁ ସେନାରେ ଯୋଗଦେଇ ଯୁବବର୍ଗ ଅଗ୍ନିବୀର ହେବା ସହ ଆର୍ôଥକ ଦୃଷ୍ଟିରୁ ସଶକ୍ତ ହେବେ ।
Related Stories
November 25, 2024