
ବଲାଙ୍ଗୀର ,ରାଷ୍ଟ୍ରୀୟ ସ୍ଵୟସେବକ ସଂଘର ଏକ ପ୍ରଶିକ୍ଷଣ ବର୍ଗ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ବଲାଙ୍ଗିର ଜିଲା ତୁଷୁରା ଠାରେ ଅନୁଷ୍ଟିତ ହୋଇଯାଇଛି ।ପ୍ରାଥମିକ ଵର୍ଗ ତା ୦୬ ଜୁନ ୨୦୨୨ ସକାଳ ୯ଘ ଠାରୁ ଆରମ୍ଭ ହୋଇ ୧୩ ଜୁନ ୨୦୨୨ ତାରିଖ ମର୍ଧ୍ୟାନ ଭୋଜନ ପର୍ଯ୍ୟନ୍ତ ଚାଲିଥିଲା । ଏଠାରେ ମୋଟ ଶିକ୍ଷାର୍ଥୀ ଭାଇ ୧୪୨ ଥିଲେ ବଲାଙ୍ଗୀର ୯୭ ସୋନପୁର ୧୨ ବୌଦ୍ଧ ୩୩ ଥିଲେ । ତା୧୨.୦୬.୨୦୨୨ରିଖ ସନ୍ଧ୍ୟା ୭ଘ ୪୫ ମି. ସମୟରେ ଶିବାଜି ମହାରାଜ ଙ୍କ ଜନ୍ମ ଦିବସ କୁ ହିନ୍ଦୁ ସାମ୍ରାଜ୍ୟଦିନ ଉତ୍ସବ ରୂପେ ପାଳନ ହୋଇଥିଲା ଏଥିରେ ଭାଇ ଘନଶ୍ୟାମ ପଧାନ ବୌଦ୍ଧିକ ରଖି ସଂଘ ହିନ୍ଦୁ ସଂସ୍କୃତି ଧର୍ମ ରଖ୍ୟା ଦିଗରେ କାମକରୁଥିବା ବେଳେ ଶିବାଜି ହିନ୍ଦୁ ଜାତି ପାଇଁ ପ୍ରେରଣା ଦାୟକ ବୋଲି କହିଥିଲେ । ଏହି ବର୍ଗ ପରିଚାଳନା ରେ ମୁଖ୍ୟଶିକ୍ଷକ ଶ୍ରୀଡିଲେଶ୍ୱର ମୁଣ୍ଡା ଵର୍ଗ କାର୍ଯ୍ୟବlହ ଶ୍ରୀ ସୁଶାନ୍ତ ନାୟକ ବ୍ୟବସ୍ଥା ପ୍ରମୁଖ ଶ୍ରୀ ସଞ୍ଜୟ କୁମାର ସାହୁ ବୌଦ୍ଧିକ ପ୍ରମୁଖ ଶ୍ରୀ ଅନ୍ୱେଷ କର୍ମୀ, ଏବଂ ଵର୍ଗ ପାଳକ ଶ୍ରୀ ଦୟାନିଧି କରଣ ରହି କାର୍ଯ୍ୟ ତୁଲାଇ ଥିଲେ।