ଭୁବନେଶ୍ବର, ଓଡିଶା ବିଧାନସଭାର ନବ ନିର୍ବାଚିତ ବାଚସ୍ପତି ବିକ୍ରମ କେଶରୀ ଆରୁଖ ରାଜଭବନ ଯାଇ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ସହ ସାକ୍ଷାତ କରିଛନ୍ତି । ଏହା ସୌଜନ୍ୟତାମୂଳକ ସାକ୍ଷାତ ଥିଲା ବୋଲି ଜଣା ପଡିଛି । ଉଲ୍ଲେଖନୀୟ ଯେ ବିକ୍ରମ କେଶରୀ ଆରୁଖ ଗତ 13 ତାରିଖ ଦିନ ନିର୍ଦନ୍ଦରେ ଓଡିଶା ବିଧାନସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଥିଲେ ।
Related Stories
November 24, 2024
November 24, 2024