ନୂଆଦିଲ୍ଲୀ, କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ଦିନ ଲଗାତାର ଦ୍ୱିତୀୟ ଦିନରେ ଇଡି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି । ଗତକାଲି ୧୦ ଘଣ୍ଟାର ମାରାଥନ ଜେରା ପରେ ଆଜି ପୁଣି ସେ ହାଜର ହୋଇଛନ୍ତି । ନ୍ୟାସନାଲ ହେରାଲ୍ଡ ମାମଲାରେ ଆଜି ପୁଣି ଜେରାର ସମ୍ମୁଖୀନ ହେଉଛନ୍ତି । ଆଜି ହାଜର ପାଇଁ ରାହୁଲ ଗାନ୍ଧିଙ୍କୁ ଇଡି ପକ୍ଷରୁ ଗତକାଲି ତାଙ୍କୁ ସମନ୍ ହୋଇଥିଲା ।
Related Stories
November 23, 2024