
ରାଜ୍ୟ ସରକାର ଙ୍କ ଅର୍ବାନ ମୁକ୍ତା ଯୋଜନା ଦ୍ୱାରା ଆଜି ଏକ ନୂତନ ପାର୍କ ର ନବୀକରଣ କରାଗଲା | ପୁରୀ ବାଲିନୋଳିଆ ସାହିରେ ଥିବା ମା ପଲାମା ଠାକୁରାଣୀ ମନ୍ଦିର ରେ ସରକାର ଙ୍କ ଦ୍ୱାରା ଅର୍ବାନ ମୁକ୍ତା ଯୋଜନା ରେ ଆଜି ଏକ ନୂତନ ପାର୍କ ଶୁଭ ନବୀକରଣ କରାଗଲା ଏତିରେ ସମ୍ମାନିତ ଅତିଥି ରୂପେ ପୁରୀ ପୌରସଂସ୍ଥା ର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ପୌର ସଂସ୍ଥା ର ସମସ୍ତ ଅଧିକାରୀ ଓ ମନ୍ଦିରର ଅତିଥି ରୂପେ ଏ. ଯୋଗୀ ଉପସ୍ଥିତ ରହି ଏହାକୁ ଉଦଘାଟନ କରିଥିଲେ l ଏବଂ ଏଥିରେ ମା ପଲାମା ସେବା ସମିତି ର ତିରିଶି ଜଣ ସଦସ୍ୟ ଙ୍କର ଏକ ମହତ୍ୱପୂର୍ଣ୍ଣ କାର୍ଯ୍ୟ ଥିଲା l ସଭାପତି ବି.ରାମ ରାଓ, ସମ୍ପାଦକ ପି. ଶିବ ରାଓ, ଯୁବସମାଜ ସେବୀ ଜି.ବାପି, ଏସ ଶିବପ୍ରସାଦ, ଜି. ଗଣେଶ, ଜି. ସୁରେଶ, ଜି. ରମେଶ, ଏ. ଗଣେଶ, ଏସ. ମଦନ, ଏନ. କୁମାର, ଦେବରାଜ ବେହେରା ଓ ସମସ୍ତ ମା ପଲାମା ସେବା ସମିତି ର ସଦସ୍ୟ ଥାଇ ଏହି କାର୍ଯ୍ୟକ୍ରମ କୁ ସଫଳ ରୂପାୟନ ଶେଷ କରାଗଲା l