
-
୨ଟି ହାତୀ ଦାନ୍ତ ଜବତ, ଜଣେ ଗିରଫ
ଅନୁଗୋଳ, ଅନୁଗୁଳ ଜିଲ୍ଲା କନ୍ଧକୋଇଲିରେ ଜଙ୍ଗଲ ବିଭାଗ ଓ ଏସଟିଏଫ ପକ୍ଷରୁ ମିଳିତ ଚଢ଼ଉ କରାଯାଇଛି । ଚଢ଼ଉ ବେଳେ ଦୁର୍ଯ୍ୟୋଧନ ପ୍ରଧାନ ନାମକ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି । ତା ନିକଟରୁ ୨ଟି ହାତୀ ଦାନ୍ତ ଜବତ ହୋଇଛି । ଏଥିରେ ଅନ୍ୟ କେଉଁ ମାନଙ୍କର ସମ୍ପୃକ୍ତି ରହିଛି ବିଭାଗ ବିଭାଗ ପକ୍ଷରୁ ସେନେଇ ଖୋଳତାଡ଼ ଚାଲିଛି ।