-
ଦୋଷୀକୁ ଆଜୀବନ କାରାଦଣ୍ଡ
କଟକ, ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀ ଖୋକନ ମାଇତିକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କଟକ ଜିଲ୍ଲା ସ୍ୱତନ୍ତ୍ର ପୋକ୍ସୋ କୋର୍ଟ । ଏଥିସହ ପୀଡ଼ିତା ନାବାଳିକାଙ୍କୁ ୭ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୨୦୧୯ ରେ କଟକ ଜିଲ୍ଲା ଟାଙ୍ଗି ଥାନା ଅଂଚଳରେ ଘଟିଯାଇଥିବା ଏହି ଦୁଷ୍କର୍ମ ମାମଲାର ବିଚାରଣା କରି ନିଜ ରାୟରେ କୋର୍ଟ ଆଜି ଦୋଷୀକୁ ଉପରୋକ୍ତ ଦଣ୍ଡାଦେଶ ପ୍ରଦାନ କରିଛନ୍ତି ।