ନୂଆପଡ଼ା, ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ପୋଡାପାଲି ଗ୍ରାମର ମାଝୀପଡା ଠାରେ ୨୬ ପ୍ରହର ନାମଯଜ୍ଞ ଆଜି ଉଦଯାପିତ ହୋଇଯାଇଛି। ଏହି ୧୬ ପ୍ରହର ନାମ ଯଜ୍ଞର କର୍ତା ଭାବେ ଗୌରାଙ୍ଗ ମାଝୀ ଓ ତାଙ୍କ ସହ ଧର୍ମିଣୀ ଶୁକ୍ରବାରୀ ମାଝୀ ତୁଲାଉଛନ୍ତି । ଉକ୍ତ ନାମ ଯଜ୍ଞରେ ଗ୍ରାମର କ୍ରୀତନ ବାଗ, ଜୟାନନ୍ଦ ମାଝୀ, ପୁଣ୍ୟ ମାଝୀ, ଲଷ୍ମଣ ମାଝୀ, ଅମର ମାଝୀ, ଗିନିରାମ ମାଝୀ, ଭୋଜନ ହେରନା, ଗମ୍ବିର ମାଝୀ, ଘନଶ୍ୟାମ ମାଝୀ, ଦୟାନିଧି ମାଝୀ, ବସୁ ବାଗ, ଗମ୍ଭୀର ମାଝୀ, ଭୋଜନ ମାଝୀ, ନର୍ସିଙ୍ଗ ମାଝୀ, ଭଲ ମାଝୀ, କେଶବ ବାଗ, ଯୁଧିଷ୍ଠିର ମାଝୀ, ଶିବ ମାଝୀ, ବେଦବର ମାଝୀ, ସୁନାଭୁଏ ଶବର,ଧନୁ ବାଗ, ପଦ୍ମନ ମାଝୀ, ଟୀକ ମାଝୀ,ଜଗତ ରାମ ମାଝୀ, ପୁରୁନ ମାଝୀ, ସନୁ ମାଝୀ, ଭିବିଷଣ ମାଝୀ, ଅର୍ଜୁନ ବାଗ, ବିମ୍ବାଧର ବାଗ, ପ୍ରସାଦ ହେରନା, ନେହେରୁ ମାଝୀ, ଡମ୍ବରୁ ମାଝୀ , ବିଷ୍ଣୁ ହେରନା, କ୍ଷମା ମାଝୀ, ମହେନ୍ଦ୍ର ମାଝୀ, ଭରତ ମାଝି, ଡୋଳା ବାଗ, ଶ୍ରୀମୁଖ ବାଗ, ତିଳକରାମ ବାଗ, ଲିଙ୍ଗରାଜ ମାଝୀ, ଶିଷ ମାଝୀ, ନକୁଳ ମାଝୀ, ଦୁର୍ଜନ ମାଝୀ, ନିରନ ମାଝୀ , କେଶରୀ ମାଝୀ , ପଦ୍ମନ ମାଝୀ,ତପନ ମାଝୀ , ରୁଖଧର ମାଝୀ, ହୀରଣ ମାଝୀ ,ଉପ ମାଝୀ ,ଡମ୍ବରୁ ବାଗ, ପବିତ୍ର ମାଝୀ ସମେତ ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଏହି ନାମ ଯଜ୍ଞରେ ୮ ଗୋଟି ଦଳ ଯୋଗଦାନ କରିଥିଲେ । ପୂଜକ ଭାଵରେ କାଳିଆ ଷଡଙ୍ଗୀ ଯୋଗଦାନ କରି ପୂଜା ଅର୍ଚ୍ଚନା କରିଥିଲେ । କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥି ଭାବେ ବରଗାଁ ସରପଞ୍ଚ ଗୋବିନ୍ଦ ବିହାରୀ ବାରିକ ଓ ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଲମ୍ବୋଦର ନିଆଲ ଯୋଗଦାନ କରିଥିଲେ ।
Related Stories
November 22, 2024