ଭୁବନେଶ୍ୱର – ମଙ୍ଗଳବାର ପୂର୍ବାହ୍ନରେ ରାଜ୍ୟ ସଚେତନ ଅଧିକାର ମଂଚ ତରଫରୁ ଦୟାନଦୀ ଧଉଳି ନିକଟସ୍ଥ ମା ଯୋଗମାୟାଙ୍କ ପୀଠ (ବସନ୍ତପୁରଶାସନ)ରେ ପ୍ରଥମ ବାର୍ଷିକ ବୋଇତ ବନ୍ଦାଣ ଓ କଳିଙ୍ଗ ବାଲିଯାତ୍ରା ମହୋତ୍ସବ ନାମରେ ଉଦ୍ୟାପିତ ହୋଇଯାଇଛି ।
ମଂଚର ସଭାପତି ସୁରେନ୍ଦ୍ର ଭଞ୍ଜଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁÂିତ ହୋଇଥିଲା । ଉକ୍ତ ବୈଠକରେ କାମ ପାଇଁ ଦାଦନ ଖଟିବାକୁ ଯାଉଥିବା ଓଡ଼ିଆ ପୁଅଙ୍କୁ ଏକତି୍ରତ କରି ପୁଣିଥରେ ସ୍ୱାଭିମାନୀ ଓଡ଼ିଆର ଐତିହ୍ୟ ଓ ଗୌରବକୁ ବିଶ୍ୱ ଦରବାରରେ ଉଜ୍ଜିବୀତ କରାଯାଇପାରିବ ତାହା ଉପସ୍ଥିତ ଥିବା ସମସ୍ତ ସଭ୍ୟସଭ୍ୟା ତଥା ସମାଜସେବୀମାନେ ସଂକଳ୍ପ ନେଇଥିଲେ ।