ଗଞ୍ଜାମ, ଗଞ୍ଜାମ ଜିଲା ଖଲିକୋଟ ଥାନା ଲଂଗଳଶ୍ଵର ଛକରୁ ଅବକାରୀ ଗୋଇନ୍ଦା ବିଭାଗ ଦୁଇ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିବା ସହ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ଗୋଟିଏ ସ୍କୁଟି ମଧ୍ୟ ଜବତ ହୋଇଛି ।