
ବଲାଙ୍ଗିର, ଲୋଇସିଙ୍ଗା ଏଫ୍ ଏମ୍ ୟୁ ମୁଖ୍ଯଙ୍କ ଉପସ୍ଥିତିରେ ଆମ ଜଙ୍ଗଲ ଯୋଜନାର କୃଷି ବିଜ୍ଞାନ କେନ୍ଦ୍ର ସହଯୋଗରେ ଲୋଇସିଙ୍ଗା ଦଳ ୩୦ ଗୋଟି ହରିଜନ ପରିବାରଙ୍କ ପାଇଁ ଡୁମଡୁମି ଓ ନେଗୀପାଲିର ବନ ସୁରକ୍ଷା ସମିତିର ପ୍ରତି ଚାଷିଙ୍କୁ ୨୦ କେଜି ଧାନ ବିହନ ମୋଟ ୬ କ୍ବିଣ୍ଟାଲ ବଣ୍ଟନ କରାଯାଇଛି। ଆହୁରି ୭୦ ପରିବାରଙ୍କୁ ବଲାଙ୍ଗିର ଏଫ୍ ଏମ୍ ୟୁ ଙ୍କୁ ଖୁବ୍ ଶୀଘ୍ର ଦିଆଯିବାକୁ ଜିଲ୍ଲା ବନଅଧିକାରୀ ନୀତିଶ କୁମାର ସୂଚନା ଦେଇଛନ୍ତି।