
ନୂଆପଡ଼ା, ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ କର୍ଲାକୋଟ ହାଇସ୍କୁଲ ପରିତ୍ୟକ୍ତ ଛାତ୍ରୀନିବାସୀ ରୁ ଏକ କଙ୍କାଳ ଉଦ୍ଧାର କରାଯାଇଅଛି। ଏହି କଙ୍କାଳ କହାର ନେଇ ଅନେଲ କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ତାର ଅବସାନ ଘଟିଅଛି। ଘଟଣା ସ୍ଥଳକୁ ପୋଲିସ ଡାକ୍ତରୀ ଦଳ ପହଞ୍ଚି ଘଟଣାର ସତ୍ୟାସତ୍ୟ ଜାଣିବାକୁ ଚେଷ୍ଟା କରିଥିଲେ। ଏହି କଙ୍କାଳଟି ଗୋଟିଏ ଜଙ୍ଗଲୀ ବିଲେଇ ର ବୋଳି ଜଣାପଡିଅଛି। ଖଡ଼ିଆଲ ଏସସ୍ଡିପିଓ ସନ୍ତକ ଜେନା ପ୍ରକାଶ କରିଛନ୍ତି।