
ଭୁବନେଶ୍ୱର, ବହୁ ଚର୍ଚ୍ଚିତ ଦିପୁ ଓମ୍ ହତ୍ୟା ମାମଲାରେ ଆଜି କୋର୍ଟରେ ହାଜର ହୋଇଛନ୍ତି ମୁଖ୍ୟ ଅଭିଯୁକ୍ତ ଡି ବ୍ରଦର୍ସ । ଅଭିଯୁକ୍ତ ସୁଶୀଲଧଳ ସାମନ୍ତ ଓ ସୁଶାନ୍ତ ଧଳସାମନ୍ତଙ୍କୁ କଡ଼ା ସୁରକ୍ଷାବଳୟରେ କଟକ ଜିଲ୍ଲା ଓ ଦୌରାଜଜ୍ କୋର୍ଟରେ ହାଜର କରାଯାଇଛି । ଗତକାଲି ଏହି ମାମଲା କୋର୍ଟରେ ଶୁଣାଣି ହେବାର ଥିଲା । କିନ୍ତୁ କୋର୍ଟ ରେଫେରାନ୍ସ ହୋଇଥିବାରୁ ଆଜି ଶୁଣାଣି ହେବ ।