
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାରଦିନ ଆମେରିକା ରାଷ୍ଟ୍ରପତି ଜୋସେଫ୍ ବିଡେନଙ୍କ ନିମନ୍ତ୍ରଣରେ ଆଉଏକ ବୌଶିକ କୋଭିଡ୍ ଭର୍ଚୁଆଲ ଶିଖର ସମ୍ମିଳନିରେ ଭାଗନେବେ । ଶିଖର ସମ୍ମିଳନୀର ଉଦ୍ଦେଶ୍ୟ କୋଭିଡ ମହାମାରି ନିରନ୍ତର ବ୍ୟବସ୍ଥାର ସମାଧାନ ନୁଆ ତରିକା ଉପରେ କାମ କରିବା ଏବଂ ବୈଶ୍ୱିକ ସ୍ୱାସ୍ଥ୍ୟ ସୁରକ୍ଷା ବ୍ୟବସ୍ଥାର ନିର୍ମାଣ ନିଶ୍ଚିତ କରିବା ।