ଭୁବନେଶ୍ୱର, ଖଣି ମାଲିକ ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକ କହିଛନ୍ତି ଯେ ତାଙ୍କର କିଛି ବ୍ଲାକ ମନି ନାହିଁ, ସବୁ ହ୍ୱାଇଟ୍ । ଇ଼ଡି ଚଢାଉ ଉପରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି । ସେ କହିଛନ୍ତି ଯେ -ବିଡି ପଟ୍ଟନାୟକଙ୍କ ନାଁରେ ଭିଜିଲାନ୍ସ ମାମଲା ରୁଜୁ କରିଥିଲା । ସେ ବିଡି ପଟ୍ଟନାୟକଙ୍କ ଲିଗାଲ ହାୟର । ତେଣୁ ଏଠି ଯାଂଚ କରୁଥିଲେ ଯାଂଚ ବେଳେ ଘରୁ ୫୫ ଲକ୍ଷ ଓ ଅଫିସରୁ ୧୪.୫ ଲକ୍ଷ ମିଳିଥିଲା ବୋଲି ସେ କହିଛନ୍ତି ।
Related Stories
November 23, 2024