ଗଞ୍ଜାମ, ଗଞ୍ଜାମ ଥାନା ଅନ୍ତର୍ଗତ ମାଳିଜଗନ୍ନାଥପୁର ବାଲିଘାଟରୁ ଚୋରାରେ ବାଲି ଚାଲାଣ ହେଉଥିବା ଖବର ପାଇ ଗଞ୍ଜାମ ଅତିରିକ୍ତ ତହସିଲଦାର ଏବଂ ୩ ଜଣ ରାଜସ୍ଵ ନିରୀକ୍ଷକ (ଆରଆଇ) ଘଟଣାସ୍ଥଳରେ ଚଢ଼ଉ କରିବା ବେଳେ ସେଠାରେ ଉପସ୍ଥିତ ଥିବା ବାଲି ମାଫିଆ ମାନେ ଅତିରିକ୍ତ ତହସିଲଦାର ଓ ଆରଆଇ ମାନଙ୍କୁ ଲୁହାରଡ଼ରେ ପିଟିବା ସହ ମରଣାନ୍ତକ ଆକ୍ରମଣ କରିଥିଲେ । ସମସ୍ତ ଆହତଙ୍କୁ ଛତ୍ରପୁର ମେଡ଼ିକାଲରେ ଭର୍ତି କରାଯାଇଛି । ଘଟଣାରେ ପୋଲିସ ୩ ଜଣ ବାଲି ମାଫିଆଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା ଚଳାଇଛି ।
Related Stories
November 23, 2024