ନୂଆ ଦିଲ୍ଲୀ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜୈନ ଆନ୍ତର୍ଜାତିକ ବାଣିଜ୍ୟିକ ସଂଗଠନର ଉଦଘାଟନ ଅଧିବେଶନରେ ଉଦବୋଧନ ଦେବେ । ଭିଡିଓ କନଫ୍ରେନ୍ସିଂ ଜରିଆରେ ସେ ଏହି ବୈଠକରେ ଉଦବୋଧନ ଦେବେ । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।