ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ବାତ୍ୟା ବୁଲବୁଲ ପ୍ରଭାବିତ ଅଂଚଳର ଏରିଅଲ ସର୍ଭେ କରିବେ । ଅପରାହ୍ନରେ ସର୍ଭେ କରି ସାରିବା ପରେ ସେ ଲୋକସେବା ଭବନ ଠାରେ କ୍ଷୟକ୍ଷତି ଓ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ନେଇ ସମୀକ୍ଷା କରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।
Related Stories
November 25, 2024