
-
କ୍ଵାକ୍ କୁ ଛାଡିଦେବା ଅଭିଯୋଗରେ ଏଏସଆଇ ନିଲମ୍ବିତ
ବାରିପଦା,ମଣିଷଙ୍କୁ ପଶୁ ଇଞ୍ଜେକସନ୍ ଦେବା ଘଟଣାରେ ଲୋକେ ପୋଲିସର ଜିମା ଦେଇଥିବା କ୍ଵାକ୍ କୁ ବ୍ୟକ୍ତିଗତ ମୁଚାଲିକାରେ ଛାଡିଦେବା ଅଭିଯୋଗରେ ମହୁଲଡ଼ିହା ଥାନା ଏଏସଆଇ ପବିତ୍ର ମୋହନ ରାଉତଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । କାର୍ଯ୍ୟରେ ଅବହେଳା କରିଥିବା ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତାଙ୍କ ବିରୋଧରେ ଉପରୋକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।