
ଭୁବନେଶ୍ୱର, ଆଇଟିଏଫ ବିଶ୍ୱ ଜୁନିୟର ଟେନିସ୍ ଚାମ୍ପିଅନସିପ୍ରେ ବିଜୟ ହାସଲ କରିଥିବାରୁ ଓଡିଶାର ସୋହିନୀ ସଞ୍ଜୟ ମହାନ୍ତି ଏବଂ ଇଣ୍ଡିଆର ଅଣ୍ଡର-୧୪ ବାଳିକା ଟେନିସ୍ ଟିମ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଓ ଭାରତୀୟ ଟିମକୁ ଭବିଷ୍ୟତରେ ମଧ୍ୟ ଭଲ ଖେଳିବାକୁ ଶୁଭକାମନା ଦେଇଛନ୍ତି ।