
ଭୁବନେଶ୍ୱର, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଗଠିତ ଗୃହ କମିଟି ବୈଠକ ଖୁବ୍ ଶୀଘ୍ର ହେବ ବୋଲି ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।
ସେ କହିଛନ୍ତି ଯେ ଏ ସମ୍ପର୍କରେ ପୂର୍ତ ବିଭାଗ ଓ ଆଇନ ବିଭାଗ ସହ ଆଲୋଚନା କରାଯିବ । ସେହିପରି କମିଟି ସଦସ୍ୟମାନଙ୍କ ସହ ଆଲୋଚନା କରାଯିବ । ଏ ସମ୍ପର୍କରେ ବୈଠକ ପରେ ହେବ ପରବର୍ତୀ ନିଷ୍ପତି ନିଆଯିବ ବୋଲି ସେ କହିଛନ୍ତି ।