
ଗୁଣୁପୁର, ରାମନଗୁଡା ବ୍ଲକ ପଣସଗୁଡ଼ା ନିକଟ ମୁଖ୍ୟ ରାସ୍ତାରେ ଘଟିଛି ଦୁର୍ଘଟଣା । ଏଥିରେ ବାଇକ୍ ରେ ଯାଉଥିବା ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଦୁଇ ଜଣ ବାଇକ୍ ଯୋଗେ ଯାତ୍ରା ଦେଖି ଯାଉଥିବା ବେଳେ ବାଇକ୍ ଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଉଭୟ ମୃତକ ବାଗଶଳା ପଚାଂୟତ ଅନ୍ତର୍ଗତ ମୁକଡିପଦର ଗ୍ରାମର ବୋଲି ଜଣାପଡିଛି ।