
ଗଞ୍ଜାମ ଜିଲ୍ଲା ବିଜେଡ଼ି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକକୁ ସଫଳତାର ସହ ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସୋରଡା ଜଳସେଚନ ବିଭାଗର ବଙ୍ଗଳା ରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ମାନ୍ୟବର ମନ୍ତୀ ବିକ୍ରମ କେଶରୀ ଅରୁଖୁ, ଛତ୍ରପୁର ବିଧାୟକ ମାନ୍ୟବର ସୁବାସ ଚନ୍ଦ୍ର ବେହେରା, ସୋରଡ଼ା ବିଧାୟକ ପୂର୍ଣ ଚନ୍ଦ୍ର ସ୍ୱାଇଁ ଓ ଜିଲ୍ଲାର ବିଜେଡ଼ି ନେତୃ ମଣ୍ଡଳିଯୋଗ ଦେଇଥିଲେ l